Duration 15:25

Weekend Special Dinner (ଘରେ ଥରେ ବନେଇ କିନା ଦେଖ)Jeera Rice/Daal Fry/Dum Chicken (Complete Dinner Menu)

280 watched
0
28
Published 12 May 2020

ଜୁହାର ସମସ୍ତଂକେ. ମୋର ନା ଶ୍ରୀମୟୀ ଆଉଓ ଇଟା ମୋର YOUTUBE ଚାଁନେଲ (Kalahandia Youtuber Shreemayee). Weekend Special Dinner(ଘରେ ଥରେ ବନେଇ କିନା ଦେଖ)Jeera Rice/Daal Fry/Dum Chicken(Complete Dinner Menu) ଆସା କରୁଛେ ଆପଣ ମାନକେ ଆଜି ର ଭିଡ଼ିଓ ଭଲ ଲାଗି ଥିବା, ଯଦି ଭଲ ଲାଗଲା, ତା ହେଲେ please ମୋକେ ଆଉ ମୋର ଚାଁନେଲ କେ ସପୋର୍ଟ କରନ. Subscribe କରନ ଆଉଓ ଇ ଭିଡ଼ିଓ କେ share କରି ଦିଆନ ଆପଣ ମାଙ୍କର friends ଆଉଓ family ସଂଗେ ବି. ଆପଣ ମାନେ କେନ୍ତା ଭିଡ଼ିଓ ଦେଖବା କେ ଇଛା କରୁଛନ ମୋକେ କମେନ୍ଟ କରି କିନା ଜନାବେ. ବହୁତ ଧନ୍ୟବାଦ ମୋର ଇ ଭିଡ଼ିଓ କ ଦେଖବାର ଲାଗି ଆଉଓ ମୋର ଚାଁନେଲ କେ Subscribe କାରବାର ଲାଗି. ରହିଲି, ଶ୍ରୀମୟୀ #DinnerRoutine #JeeraRice #DaalFry #DumChicken #KalahandiaYoutuberShreemayee Subscribe here : /channel/UCBRR ... Subscribe To My Other Channel (ମୋର ଆଉଓ ଗୁଟେ ଚାଁନେଲ): Sweet Nika /channel/UCAOH .

Category

Show more

Comments - 5